Meaning : କୌଣସି ବିଶେଷ ଉଦ୍ଦେଶ୍ୟରେ ସାକ୍ଷାତ କରିବାର କ୍ରିୟା
Example :
ଚିକିତ୍ସକଙ୍କୁ ସାକ୍ଷାତ କରିବାପରେ ହିଁ ରୋଗ ବିଷୟରେ ଜଣା ପଡ଼ିବ
Translation in other languages :
A meeting arranged by the visitor to see someone (such as a doctor or lawyer) for treatment or advice.
He scheduled a visit to the dentist.Meaning : ସମ୍ମୁଖରେ ବା ସାକ୍ଷାତରେ କୁହାଯାଇଥିବା
Example :
ଲୋକେ ମୁଂହାମୁହିଁ କଥାକୁ ମଧ୍ୟ ଅସତ୍ୟ ବୋଲି ସ୍ୱୀକାର କରୁଛନ୍ତି
Synonyms : ମୁଂହାମୁହିଁ, ସମ୍ମୁଖ
Translation in other languages :
Meaning : ଆଖିରେ ଦେଖିବା ବାଲା
Example :
ଶିକ୍ଷକ ଛାତ୍ରକୁ ପ୍ରତ୍ୟକ୍ଷ ଘଟଣା ଉପରେ ଆଧାରିତ ଏକ ନିବନ୍ଧ ଲେଖିବା ପାଇଁ କହିଲେନୀରଜଙ୍କ ସହିତ ସାକ୍ଷାତ ସୁମନର ଅଲଗା ଆନନ୍ଦ
Synonyms : ଅପରୋକ୍ଷ, ନୟନ ଗୋଚର, ପ୍ରତ୍ୟକ୍ଷ, ସମକ୍ଷ
Translation in other languages :
Clearly revealed to the mind or the senses or judgment.
The effects of the drought are apparent to anyone who sees the parched fields.Meaning : ଯାହାର ଆକାର ଅଛି
Example :
ଗୋସ୍ୱାମୀ ତୁଳସୀଦାସଙ୍କର ସାକାର ଈଶ୍ୱର ପ୍ରଭୁ ଶ୍ରୀରାମଚନ୍ଦ୍ର ଥିଲେ
Synonyms : ଆକାରବାନ୍, ଆକାରଯୁକ୍ତ, ମୂର୍ତ୍ତିମାନ, ସାକାର
Translation in other languages :
Having or given a form or shape.
formed