Subscribe
URL of the page has been copied to clipboard.
Meaning : କୌଣସି ପୁରୁଷ ସହିତ ମିତ୍ର ବା ପତ୍ନୀ ରୂପେ, ବା କୌଣସି ସ୍ତ୍ରୀ ସହିତ ମିତ୍ର ରୂପରେ ରହୁଥିବା ସ୍ତ୍ରୀ
Example : ପତ୍ନୀ ପତିର ଜୀବନ ସହଚରୀ ହୋଇଥାଏ
Synonyms : ସଙ୍ଗିନୀ, ସାଥୀ
Translation in other languages :हिन्दी English
साथ रहने वाली स्त्री।
Any female friend.
Meaning : ମହିଳା ମିତ୍ର
Example : ଗୀତା ଆଜି ତା ବାନ୍ଧବୀକୁ ଭେଟିବାପାଇଁ ଯାଉଛି
Synonyms : ବାନ୍ଧବୀ, ସଖୀ, ସାଙ୍ଗ, ସାଥୀ
महिला मित्र।
Install App