Meaning : କୌଣସି କାର୍ଯ୍ୟରେ ସହଯୋଗ କରୁଥିବା ବ୍ୟକ୍ତି
Example :
ଏହି କାମରେ ସେ ମୋର ସହଯୋଗୀବ୍ୟକ୍ତି
Synonyms : ସହଯୋଗକର୍ତ୍ତା, ସହଯୋଗୀ, ସହଯୋଗୀବ୍ୟକ୍ତି, ସହାୟକ
Translation in other languages :
वह व्यक्ति जो किसी काम आदि में सहयोग करता हो।
इस काम में वह मेरा सहयोगी है।Meaning : ଯେ କୌଣସି କାମରେ ସହାୟତା କରେ
Example :
ରାମ ମୋର ସହଯୋଗୀ
Synonyms : ସହଯୋଗୀ, ସହାୟକ, ସାହାଯ୍ୟକାରୀ
Translation in other languages :
Meaning : ସମସ୍ତଙ୍କ ଲାଭପାଇଁ ମିଳିମିଶି ତିଆରି ବା କରା ହୋଇଥିବା
Example :
ସେ ଅନେକ ସାହାଯ୍ୟକାରୀ ସଂସ୍ଥା ସହ ଜଡ଼ିତ
Synonyms : ସାହାଯ୍ୟକାରୀ
Translation in other languages :
सबके लाभ के लिए मिलजुलकर बनाया या किया जाने वाला।
वह कई सारी सहकारी संस्थाओं से जुड़ा हुआ है।