Meaning : ଅନ୍ୟର ହିତ ବା ସୁବିଧା ନିମନ୍ତେ କୌଣସି ବ୍ୟକ୍ତି ବା ସମୂହ ଦ୍ବାରା କରାଯାଇଥିବା କାମ
Example :
ମୋବାଇଲ କମ୍ପାନୀଗୁଡିକ ନିଜର ଗ୍ରାହାକମାନଙ୍କ ନିମନ୍ତେ ଗୋଟିଏ ଅଦ୍ବିତୀୟ ସେବା ଆରମ୍ଭ କରିଛନ୍ତି
Synonyms : ସେବା
Translation in other languages :
Work done by one person or group that benefits another.
Budget separately for goods and services.