Meaning : ଦଉଡ଼ି ବା ଡୋରର ଅନେକ ତାରମଧ୍ୟରୁ ଏକ
Example :
କୂଅରୁ ପାଣି କାଢ଼ିବା ସମୟରେ ଦଉଡ଼ିର ଏକ ଖିଅ ଛିଡ଼ିଗଲା
Synonyms : ଖିଅ
Translation in other languages :
Meaning : ଲୋକମାନଙ୍କ ଯାତାୟତରେ ଜଙ୍ଗଲ ବା ଖେତରେ ତିଆରି ହୋଇ ଯାଉଥିବା ପତଳା ରାସ୍ତା
Example :
ସେ ନିଜ ସ୍ୱାମୀଙ୍କ ନିମନ୍ତେ ଡଗରରେ ଖାଦ୍ୟ ନେଇ ଯାଉଥିଲା
Synonyms : ଡଗର, ପାଦଚଲା ରାସ୍ତା
Translation in other languages :