Subscribe
URL of the page has been copied to clipboard.
Meaning : ଏକ ମାଟି ତିଆରି ପାତ୍ର ଯାହା ତାଟିଆ ଭଳି ହୋଇଥାଏ
Example : ସେ ପକ୍ଷୀଟି ଆଗରେ ସରାରେ ପାଣି ରଖିଲା
Synonyms : ପିଆଲା
Translation in other languages :हिन्दी
मिट्टी का बना एक छोटा, कटोरे की तरह का बर्तन।
Meaning : ଦୀପ ଆକାରର ମାତ୍ର ତା ଠାରୁ ବଡ଼ ମାଟିର ଏକ ପାତ୍ର
Example : ମାଧବିକା ମଙ୍ଗଳ କଳଶ ଉପର ସରାରେ ଧାନ ଭର୍ତ୍ତି କରି ରଖୁଛି
दीये के आकार का पर उससे बड़ा मिट्टी का एक बर्तन।
Install App