Subscribe
URL of the page has been copied to clipboard.
Meaning : ସୈନ୍ୟବାହିନୀରେ ସବୁଠାରୁ ଆଗରେ ରହୁଥିବା ସୈନିକମାନଙ୍କ ଦଳ
Example : ସମ୍ମୁଖ ସେନାରେ କୁଶଳ ସୈନିକ ଥାଆନ୍ତି
Synonyms : ସେନାଗ୍ର, ସେନାମୁଖ
Translation in other languages :हिन्दी English
सेना में सबसे आगे रहनेवाले सैनिकों का दल।
The leading units moving at the head of an army.
Install App