Meaning : ଆଘାତ ଅଥବା ହାନିରୁ ରକ୍ଷା କରିବା
Example :
ରାସ୍ତା ବହୁତ ଆବଡ଼ାଖାବଡ଼ା, ଟିକିଏ ସମ୍ଭାଳି ଯାଆନ୍ତୁ
Meaning : ଖରାପ ଦଶାରୁ ଭଲ ଦଶାକୁ ଆସିବା
Example :
ସରୋଜର ଚାକିରି ହୋଇଯିବାରୁ ତା ଘର ରକ୍ଷା ପାଇଗଲା
Synonyms : ରକ୍ଷା ପାଇବା
Translation in other languages :