Subscribe
URL of the page has been copied to clipboard.
Meaning : ଯେଉଁ ସୂଚନା ଯାହା ରେଡିଓ, ଖବର କାଗଜଆଦିରେ ମିଳେ
Example : ଏବେ ଆପଣ ହିନ୍ଦୀରେ ଦେଶବିଦେଶର ଖବର ଶୁଣୁଥିଲେ
Synonyms : ଖବର, ବାର୍ତ୍ତା, ସମାଚାର
Translation in other languages :हिन्दी English
वह सूचना जो रेडियो, समाचार पत्रों, आदि से प्राप्त हो।
Information reported in a newspaper or news magazine.
Meaning : ଯେଉଁ କଥା କାହାରିକୁ କୌଣସି ବିଷୟକ ଜ୍ଞାନ ଦେବାପାଇଁ ବା ଜଣେଇବାପାଇଁ କୁହାଯାଏ
Example : ଜଳବାୟୁ ବିଭାଗ ଭାରି ବର୍ଷା ହେବାର ସୂଚନା ଦେଇଛି ମୁଁ ରାମକୁ ଖବରଦେଇଛି ସେ ଆସୁଥିବ
Synonyms : ଏତଲା, ଖବର, ଜ୍ଞାପନ, ନୋଟିସ୍, ସୂଚନା
वह बात आदि जो किसी को किसी विषय का ज्ञान या परिचय कराने के लिए कही जाए।
A message received and understood.
Install App