Subscribe
URL of the page has been copied to clipboard.
Meaning : କୌଣସି କାର୍ଯ୍ୟଆଦିର ଶେଷ
Example : ଏହି ସମ୍ମେଳନର ସମାପନ ସମାରୋହରେ ବଡ଼ବଡ଼ ବିଦ୍ୱାନ ଭାଗ ନେଉଛନ୍ତି
Synonyms : ଉଦ୍ଯାପନ, ସମାପ୍ତି
Translation in other languages :हिन्दी English
किसी कार्य आदि की समाप्ति।
A concluding action.
Meaning : କାମ ପୂରା କରିବା ପ୍ରକ୍ରିୟା
Example : ଏହି କାମର ସଂପାଦନ ଠିକ ଭାବରେ ହୋଇଛି
Synonyms : ନିର୍ବାହ, ନିଷ୍ପାଦନ, ସଂପାଦନ, ସଂପାଦନା, ସମ୍ପାଦନ, ସମ୍ପାଦନା
Translation in other languages :हिन्दी
काम पूरा करने की क्रिया।
Install App