Meaning : ସାଧାରଣ ଲୋକଙ୍କ କଲ୍ୟାଣପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ଅନୁଦାନ
Example :
କିରୋସିନି,ପେଟ୍ରୋଲ,ଡିଜେଲ ଆଦି ଉପରେ ରିହାତି ମିଳୁଛି
Synonyms : ରିହାତି
Translation in other languages :
A grant paid by a government to an enterprise that benefits the public.
A subsidy for research in artificial intelligence.