Subscribe
URL of the page has been copied to clipboard.
Meaning : ଯାହା ଶୁଖିଲା ଓ ମୁରୁକୁଟା ନୁହେଁ
Example : ଏହି ବଗିଚାର ସବୁ ଗଛ ହରିତ୍ ଦେଖାଯାଉଛନ୍ତି
Synonyms : ଚିରଶ୍ୟାମଳ, ହରିତ
Translation in other languages :हिन्दी English
जो सूखा या मुरझाया न हो।
Still wet or moist.
Meaning : ଯାହା ସବୁଜ ବୃକ୍ଷଲତାରେ ପରିପୂର୍ଣ୍ଣ
Example : ଜନସଂଖ୍ୟା ବଢ଼ିଚାଲିଲା ଏବଂ ଲୋକେ ସବୁଜ ଅରଣ୍ୟ କାଟିଚାଲିଲେ
Synonyms : ଚିରହରିତ୍, ଶ୍ୟାମଳସବୁଜ
जो हरे पेड़-पौधों से भरा हुआ हो।
Characterized by abundance of verdure.
Meaning : ଯେଉଁଥିରେ ଜୀବନଶକ୍ତି ରହିଛି
Example : ଜଳ ସିଞ୍ଚନ କଲେ ଗ୍ରୀଷ୍ମଦିନେ ବି ଗଛଲତା ସବୁଜ ରହେ
Synonyms : ଶ୍ୟାମଳ
जो मुरझाया न हो या जिसमें जीवन शक्ति हो।
Meaning : ଯାହା ସବୁଜ ରଙ୍ଗର
Example : ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖାଇବାପରେ ହିଁ ଗାଡ଼ି ଚାଲିଲା
Synonyms : ଶାଗୁଆ, ହରିତ
Translation in other languages :हिन्दी
जो हरे रंग का हो।
Install App