Meaning : ସଫାସୁତୁରା କରିବା
Example :
ପାଣିରେ ଫିଟିକିରି ପକାଇ ତାକୁ ପରିଷ୍କାର କରାଯାଏ
Synonyms : ନିର୍ମଳ କରିବା, ପରିଷ୍କାର କରିବା, ସ୍ୱଚ୍ଛ କରିବା
Translation in other languages :
Meaning : ଚାଞ୍ଛିବା ଯନ୍ତ୍ର ସାହାଯ୍ୟରେ ସଫା କରିବା
Example :
କୃଷକ ପିଆଜ କ୍ଷେତକୁ ସଫା କରୁଛନ୍ତି
Translation in other languages :
खुरपी की सहायता से निराई करना।
किसान प्याज के खेत को खुरपिआ रहा है।