Meaning : ଯାହା ଲାଭ, ଯଶ ଆଦି ଦୃଷ୍ଟିରୁ ଠିକ ବା ଠିକଭାବେ ବ୍ୟବହାର ହୋଇଥାଏ
Example :
ଆପଣଙ୍କ ଦର୍ଶନ ହେବାରୁ ମୋ ଜୀବନ ସାର୍ଥକ ହୋଇଗଲା
Translation in other languages :
Meaning : ଯାହାର ଫଳ ବା ପରିଣାମ ଅଛି
Example :
ଶେଷରେ କୁସୁମର କଠିନ ପରିଶ୍ରମ ଫଳପ୍ରଦ ହେଲା
Synonyms : ଫଳପ୍ରଦ
Translation in other languages :
Having succeeded or being marked by a favorable outcome.
A successful architect.Meaning : ଯେ ପ୍ରଯତ୍ନ କରି କାର୍ଯ୍ୟ ବା ଉଦ୍ଦେଶ୍ୟ ସିଦ୍ଧ କରିନେଇଛି
Example :
ମୋହନ ଏହି କାମରେ ସଫଳ ହୋଇଗଲା
Synonyms : ସିଦ୍ଧ
Translation in other languages :
Having succeeded or being marked by a favorable outcome.
A successful architect.