Meaning : ସାତଋଷିଙ୍କ ସମୂହ
Example :
ଗୌତମ,ଭରଦ୍ୱାଜ,ବିଶ୍ୱାମିତ୍ର,ଜମଦଗ୍ନି,ବଶିଷ୍ଠ,କଶ୍ୟପ ଏବଂ ଅତ୍ରି ଏମାନଙ୍କୁ ସପ୍ତଋଷି କୁହାଯାଏମହାଭାରତ ଅନୁସାରେ ମାରୀଚି,ଅତ୍ରି,ଅଙ୍ଗିରା,ପୁଲହ,କ୍ରତୁ,ପୁଲସ୍ତ୍ୟ ଏବଂ ବଶିଷ୍ଠ ଏ ହେଉଛନ୍ତି ସପ୍ତଋଷି
Synonyms : ସପ୍ତର୍ଷି
Translation in other languages :
Meaning : ଯେଉଁ ସାତୋଟି ତାରା ଏକାସାଥିରେ ଧ୍ରୁବର ପରିକ୍ରମା କରୁଥିବାବେଳେ ଉତ୍ତର ଦିଗରେ ଦେଖାଯାନ୍ତି
Example :
ପ୍ରତି ରାତିରେ ସପ୍ତର୍ଷିମଣ୍ଡଳକୁ ଆକାଶରେ ଦେଖିହେବ
Synonyms : ସପ୍ତର୍ଷି, ସପ୍ତର୍ଷିମଣ୍ଡଳ
Translation in other languages :
A group of seven bright stars in the constellation Ursa Major.
big dipper, charles's wain, dipper, plough, wagon, wain