Subscribe
URL of the page has been copied to clipboard.
Meaning : ପ୍ରସନ୍ନ ବା ଖୁସୀ କରିବାର କାମ
Example : ଉଚ୍ଚ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଧନ ଆବଶ୍ୟକ
Synonyms : ପ୍ରଫୁଲ୍ଲ, ପ୍ରସନ
Translation in other languages :हिन्दी
प्रसन्न या खुश करने की क्रिया।
Meaning : ଯାହାର ଇଚ୍ଛା ବା ବାସନା ପୂର୍ଣ୍ଣ ହୋଇଯାଇଛି
Example : ମୁଁ ଆପଣଙ୍କ ଦର୍ଶନପାଇ ତୃପ୍ତ ହୋଇଗଲି
Synonyms : ତୁଷ୍ଟ, ତୃପ୍ତ, ତୋଷିତ, ପରିତୁଷ୍ଟ
Translation in other languages :हिन्दी English
जिसकी इच्छा या वासना पूरी हो चुकी हो।
Satisfied or showing satisfaction with things as they are.
Meaning : ଯାହା ମିଳୁଥିବ ସେଥିରେ ସନ୍ତୋଷ ହେବା
Example : ସନ୍ତୁଷ୍ଟ ବ୍ୟକ୍ତି ସବୁବେଳେ ସୁଖୀ ରହେ
जो मिले उसी में संतोष करनेवाला।
Filled with satisfaction.
Install App