Subscribe
URL of the page has been copied to clipboard.
Meaning : ଯାହା ନ୍ୟାୟ ସଙ୍ଗତ, ଉଚିତ ଓ ଧର୍ମ ସହିତ ସମ୍ବନ୍ଧିତ
Example : ସତ୍ୟ ରକ୍ଷାନିମନ୍ତେ ସେ ନିଜର ଜୀବନକୁ ବଳି ଦେଲେ
Synonyms : ଠିକ୍, ଯଥାର୍ଥ, ସତ୍ୟ
Translation in other languages :हिन्दी English
वह जो न्यायसंगत, उचित और धर्म से संबंधित हो।
A fact that has been verified.
Meaning : ଯେମିତି ହେବାକଥା ସେମିତି ବା ଯେଉଁଥିରେ କୌଣସି ପ୍ରକାରର କୃତ୍ରିମତା ନାହିଁ
Example : ସାକ୍ଷୀମାନେ ଡରିମରି ସତ୍ୟ ବୟାନ ଦେଲେନାହିଁ
Synonyms : ଠିକ, ଯଥାର୍ଥ, ସତ୍ୟ
Translation in other languages :हिन्दी
जैसा हो वैसा या जिसमें किसी प्रकार का बनावटीपन या छुपाव न हो।
Install App