Meaning : ଯାହା ହତିଆର ଆଦିରେ ସଜା ହୋଇଥାଏ
Example :
ପୋଲିସ ଜଣେ ଅବୈଧ ହତିଆରରେ ସୁସଜ୍ଜିତ ବ୍ୟକ୍ତିକୁ ଧରିଲେ ଭାରତ କ୍ଷେପଣାସ୍ତ୍ର ରୋଧକ କ୍ଷମତାରେ ସୁସଜ୍ଜିତ ହୋଇରହିଛି
Synonyms : ସୁସଜ୍ଜିତ
Translation in other languages :
हथियारों आदि से सजा हुआ।
पुलिस ने एक अवैध हथियारों से लैस व्यक्ति को पकड़ा।Meaning : ଯେ ସଜବାଜ ହୋଇଥିବ
Example :
ସମାରୋହରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ସଜବାଜ ହୋଇଥିଲେ
Translation in other languages :
Meaning : କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
Example :
ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
Synonyms : ଠିକ୍ରୂପେ, ପ୍ରବନ୍ଧିତ, ବ୍ୟବସ୍ଥିତ
Translation in other languages :
Methodical and efficient in arrangement or function.
How well organized she is.