Subscribe
URL of the page has been copied to clipboard.
Meaning : ସଜୀବ ପ୍ରାଣୀ ବା ଯେଉଁଥିରେ ପ୍ରାଣ ଅଛି
Example : ପୃଥିବୀ ଉପରେ ବିଭିନ୍ନ ପ୍ରକାର ଜୀବ ମିଳନ୍ତି
Synonyms : ଜୀବ, ପ୍ରାଣୀ
Translation in other languages :हिन्दी English
सजीव प्राणी या वह जिसमें प्राण हो।
A living thing that has (or can develop) the ability to act or function independently.
Meaning : ଯେଉଁ ପ୍ରାଣୀଠାରେ ପ୍ରାଣ ଅଛି
Example : ସଜୀବମାନଙ୍କ ମଧ୍ୟରେ ବଞ୍ଚିବାପାଇଁ ସର୍ବଦା ପ୍ରତିଦ୍ୱନ୍ଦିତା ଲାଗିରହିଛି
Synonyms : ଚେତନ, ଜୀବନ୍ତ, ଜୀବିତ, ପ୍ରାଣବନ୍ତ
वह प्राणी जो मरा न हो या जिसमें प्राण हो।
People who are still living.
Meaning : ଜୀବନଥିବା ବା ଯେଉଁଥିରେ ପ୍ରାଣ ଅଛି
Example : ଜୀବିତ ପ୍ରାଣୀର ଆନ୍ତରିକ ବୁଦ୍ଧି ଘଟେ
Synonyms : ଜୀବିତ
जीता हुआ या जिसमें प्राण हो।
Possessing life.
Install App