Meaning : ଆନନ୍ଦଦାୟକ ଧ୍ୱନି
Example :
ହିମାଳୟ ଉପତ୍ୟକାରେ ମଳୟ ସଙ୍ଗୀତ ହୃଦୟକୁ ଛୁଇଁ ଯାଏ
Translation in other languages :
Meaning : ଲୟ, ତାଳ, ସ୍ୱରଆଦିର ନିୟମ ଅନୁସାରେ କୌଣସି ପଦ୍ୟ ବା ବାଦ୍ୟର ଆକର୍ଷକ ଏବଂ ମନୋରଞ୍ଜକ ରୂପରେ ହେଉଥିବା ଉଚ୍ଚାରଣ ବା ଧ୍ୱନି
Example :
ସଙ୍ଗୀତ ଶୁଣିଲେ ହୃଦୟକୁ ଶାନ୍ତି ମିଳେ
Translation in other languages :
An artistic form of auditory communication incorporating instrumental or vocal tones in a structured and continuous manner.
musicMeaning : ସଙ୍ଗୀତ ସମ୍ବନ୍ଧୀୟ ପ୍ରକ୍ରିୟା
Example :
ଗାୟନ,ବାଦନ ଆଦି ସଙ୍ଗୀତାତ୍ମକ ପ୍ରକ୍ରିୟା
Synonyms : ସଙ୍ଗୀତାତ୍ମକ ପ୍ରକ୍ରିୟା
Translation in other languages :