Subscribe
URL of the page has been copied to clipboard.
Meaning : ଲୋଚାକୋଚା କରିବା ପ୍ରକ୍ରିୟା ବା ଭାବ
Example : ତୁମେମାନେ କପଡ଼ାସବୁକୁ ଲୋଚାକୋଚା କରନାହିଁ
Synonyms : କୁଞ୍ଚନ, ଲୋଚାକୋଚା
Translation in other languages :हिन्दी
गींजने की क्रिया या भाव।
Meaning : ଯାହା ସଙ୍କୁଚିତ ହୁଏ
Example : ଆମର ଚର୍ମ ଶୀତ ଋତୁରେ ସଙ୍କୁଚିତ ହୁଏ
Synonyms : ସଂକୋଚନଶୀଳ
Translation in other languages :हिन्दी English
सिकुड़नेवाला।
Capable of contracting or being contracted.
Meaning : ଯାହା ବିଶାଳ ବା ଉଦାର ନୁହେଁ
Example : ଜାତି, ଧର୍ମଆଦିର ଭେଦଭାବ ସଙ୍କୁଚିତ ମାନସିକତାରୁ ହିଁ ସୃଷ୍ଟି ହୁଏ
Synonyms : ଅନୁଦାର, କ୍ଷୁଦ୍ର
जो विशाल या उदार न हो।
Narrow-minded about cherished opinions.
Install App