Subscribe
URL of the page has been copied to clipboard.
Meaning : ଭଲ ଭାବରେ ରୋଷେଇ କରାଯାଇଥିବା (ଭୋଜନ)
Example : ସୁପକ୍ୱ ଭୋଜନ ସୁପାଚ୍ୟ ହୋଇଥାଏ
Synonyms : ସୁପକ୍ୱ
Translation in other languages :हिन्दी
अच्छी तरह से पका हुआ (भोजन)।
Meaning : ଭଲ ଭାବରେ କରାଯାଇଥିବା
Example : ଛାତ୍ରର ସୁସମ୍ପନ୍ନ ନିବନ୍ଧ ଦେଖି ପ୍ରାଧ୍ୟାପକ ଅତ୍ୟଧିକ ପ୍ରସନ୍ନ ହେଲେ
Synonyms : ସୁସଂପନ୍ନ, ସୁସମ୍ପନ୍ନ
भली-भाँति किया हुआ।
Meaning : ଯେ ଯୋଗର ବିଭୂତି ପାଇ ସାରିଛନ୍ତି
Example : ସିଦ୍ଧ ସଂମୁଖାନନ୍ଦଜୀ ପ୍ରବେଶ କରୁଛନ୍ତି
Synonyms : ଅଲୌକିକଶକ୍ତି ସମ୍ପନ୍ନ, ତ୍ରିକାଳଜ୍ଞ, ସାଧନୋତୀର୍ଣ୍ଣ, ସିଦ୍ଧ
जो योग की विभूतियाँ प्राप्त कर चुका हो।
Install App