Meaning : ପ୍ରସ୍ତାବରେ କିଛି ସୁଧାରିବା ବା କମେଇବା-ବଢ଼େଇବା ପ୍ରକ୍ରିୟା
Example :
କିଛି ନେତା ସଂବିଧାନ ସଂଶୋଧନ ସପକ୍ଷରେ ଅଛନ୍ତି
Translation in other languages :
The act of amending or correcting.
amendmentMeaning : ଭୁଲ୍, ଦୋଷଆଦି ଦୂର କରି ଶୁଦ୍ଧ ବା ଠିକ୍ କାମ କରିବାର କ୍ରିୟା
Example :
ଓଡ଼ିଶା ମାଧ୍ୟମିକ ବୋର୍ଡ଼ଦ୍ୱାରା ପ୍ରକାଶିତ ଓଡ଼ିଆ ବ୍ୟାକରଣ ପୁସ୍ତକଗୁଡ଼ିକରେ ସଂଶୋଧନ ଆଣିବା ଆବଶ୍ୟକ
Synonyms : ତ୍ରୁଟିଶୂନ୍ୟ, ପରିବର୍ତ୍ତନ
Translation in other languages :