Meaning : କୌଣସି ପ୍ରକାରର ସୀମା ବା ମର୍ଯ୍ୟାଦାରେ ରହିବା ଓ ତାର ଉଲ୍ଲଙ୍ଘନ ନ କରୁଥିବା
Example :
ମର୍ଯ୍ୟାଦାବାନ୍ ବ୍ୟକ୍ତି ଶ୍ରଦ୍ଧାର ପାତ୍ର
Synonyms : ମର୍ଯ୍ୟାଦାବାନ୍
Translation in other languages :
Meaning : ନିୟମ,ସଂଯମ ଆଦିରେ ବନ୍ଧା ହୋଇଥିବା
Example :
ସଂଯତ ଜୀବନ ଜିଇଁଲେ ମନୁଷ୍ୟ ସୁଖୀ ରହେ
Translation in other languages :
Restrained or managed or kept within certain bounds.
Controlled emotions.