Subscribe
URL of the page has been copied to clipboard.
Meaning : ଗୋଟିଏ ପ୍ରକାରର ବେତ
Example : ଏହି ଚଉକି ସଂବୃତ ବେତରେ ତିଆରି
Synonyms : ସଂବୃତ ବେତ
Translation in other languages :हिन्दी
एक तरह की बेंत।
Meaning : ଯାହା ଦବେଇ ଦିଆଯାଇଛି
Example : ଜେଜି ମାଆ ତକିଆ ତଳେ ସଂବୃତ ଧନର ପୋଟଳା ବାହାରକରି ମୋତେ ଦେଇ ଦେଲା
Synonyms : ଗୁପ୍ତ, ଦମିତ, ଲୁକ୍କାୟିତ
Translation in other languages :हिन्दी English
जो दबाया हुआ हो।
Designed to elude detection.
Install App