Meaning : କାହାରିସହିତ ମିଶି ତାକୁ ପୂର୍ଣ୍ଣ ସ୍ୱରୂପ ପ୍ରଦାନ କରୁଥିବା
Example :
ପତିପତ୍ନୀ ପରସ୍ପରର ପରିପୂରକ
Synonyms : ପରିପୂରକ
Translation in other languages :
Acting as or providing a complement (something that completes the whole).
complemental, complementary, completing