Meaning : ସଂଗତ ହେବା ଅବସ୍ଥା ବା ଭାବ
Example :
ପରିସ୍ଥିତିର ସଂଗତତା କାରଣରୁ ସେ ଜୀବନରେ ସଫଳ ହୋଇପାରିଲା
Synonyms : ଉପଯୁକ୍ତତା, ଯୌକ୍ତିକତା, ସଙ୍ଗତତା, ସମ୍ବନ୍ଧ, ସାମଞ୍ଜସ୍ୟତା
Translation in other languages :
Logical coherence and accordance with the facts.
A rambling argument that lacked any consistency.