Meaning : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
Example :
ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
Synonyms : ପରିଷଦ, ପ୍ରତିଷ୍ଠାନ, ସଂସ୍ଥା
Translation in other languages :
Meaning : ବିକ୍ଷିପ୍ତ ଶକ୍ତିକୁ ଏକତ୍ରିତ କରି ତାକୁ କୌଣସି କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନିର୍ମିତ ସଂସ୍ଥା
Example :
ଭାରତକୁ ବିଦେଶୀ ଶାସନରୁ ମୁକ୍ତ କରିବାପାଇଁ ଭିନ୍ନଭିନ୍ନ ଅନେକ ସଂଗଠନ ତିଆରି କରାଯାଇଥିଲା
Synonyms : ସଂସ୍ଥା
Translation in other languages :