Subscribe
URL of the page has been copied to clipboard.
Meaning : କାହା ବିରୋଧରେ ଗୁପ୍ତଭାବରେ ନିଆଯିବା ପଦକ୍ଷେପ
Example : ସରକାରଙ୍କୁ ହଟେଇବାପାଇଁ ବିପକ୍ଷ ଦଳ ସର୍ବଦା କିଛି ନା କିଛି ଷଡ଼ଯନ୍ତ୍ର କରିଚାଲନ୍ତି
Synonyms : କୁମନ୍ତ୍ରଣା, ଗୁପ୍ତବିଚାର, ଭିତରିମନ୍ତ୍ରଣା
Translation in other languages :हिन्दी English
किसी के विरुद्ध गुप्त रुप से की जानेवाली कार्रवाई।
A plot to carry out some harmful or illegal act (especially a political plot).
Meaning : କପଟପୂର୍ଣ୍ଣ ଆୟୋଜନ
Example : ଚକ୍ରବ୍ୟୂହ ରଚନା ଏକ ଷଡ଼ଯନ୍ତ୍ର ଥିଲା
कपटपूर्ण आयोजना।
A crafty and involved plot to achieve your (usually sinister) ends.
Install App