Subscribe
URL of the page has been copied to clipboard.
Meaning : ଯେଉଁ ବ୍ୟକ୍ତିକୁ ଶୋଷ ଲାଗୁଛି
Example : ଶୋଷିଲାକୁ ପାଣି ପିଆଇବା ପୁଣ୍ୟ କାମ
Synonyms : ତୃଷାର୍ତ୍ତ
Translation in other languages :हिन्दी
वह व्यक्ति जिसे प्यास लगी हो।
Meaning : ଯାହାକୁ ଶୋଷ ଲାଗିଛି
Example : ଶୋଷିଲା ବ୍ୟକ୍ତିକୁ ପାଣି ପିଆଇବା ଆମର ଧର୍ମ ପାଣି ଅଭାବରେ ଶୋଷୀ ବ୍ୟକ୍ତିଟି କଷ୍ଟରେ ମରିଗଲା
Synonyms : ତୃଷିତ, ପିପାସିତ, ପିପାସୁ, ଶୋଷୀ
Translation in other languages :हिन्दी English
जिसे प्यास लगी हो।
Feeling a need or desire to drink.
Install App