Subscribe
URL of the page has been copied to clipboard.
Meaning : ଭଲରୂପେ ଶୁଣା ହୋଇଥିବା
Example : ତୁମେ କୌଣସି ଶୁଣିଥିବା କାହାଣୀର ସାରାଂଶ ଲେଖ
Synonyms : ସୁଶ୍ରୁତ
Translation in other languages :हिन्दी English
भली-भाँति सुना हुआ।
Detected or perceived by the sense of hearing.
Meaning : ଯାହା ଶୁଣା ଯାଇଛି
Example : ମୋର ଅପାଠୁଆ ବୁଢ଼ୀମା’ ମୋତେ ଶୁଣିଥିବା କାହାଣୀ ଶୁଣାଉଥିଲେ
Synonyms : ଶୁଣା, ଶ୍ରୁତ
जो सुना गया हो।
Install App