Meaning : ଛୋଟ ଗଛଗୁଡ଼ିକର ସବୁଜିମା ଚାଲିଯିବା
Example :
ଝାଞ୍ଜି ହେତୁ କିଛି ଛୋଟ ଗଛ ମଉଳି ଗଲା
Synonyms : ଝାଉଁଳିଯିବା, ମଉଳିଯିବା
Translation in other languages :
Wither, as with a loss of moisture.
The fruit dried and shriveled.Meaning : ସାରହୀନ ହେବା
Example :
ପରିଶ୍ରମ କରିକରି ମୋ ଦେହ ଶୁଖିଗଲାଣି
Synonyms : ଝଡ଼ିଯିବା, ଶୀର୍ଣ୍ଣହେବା
Translation in other languages :