Meaning : ଉତ୍ତମ ସ୍ୱଭାବ ଏବଂ ଆଚରଣ
Example :
ମନୁଷ୍ୟ ସତଚରିତ୍ର ବିନା ପଶୁ ସମାନ
Synonyms : ସତଚରିତ୍ର
Translation in other languages :
Meaning : ଉଚ୍ଚ ଆଚାର-ବିଚାର ରଖିବା ଏବଂ ଭଲଲୋକଙ୍କ ସହ ବ୍ୟବହାର କରିବା ଲୋକ
Example :
ରାମ ଜଣେ ଭଦ୍ର ବ୍ୟକ୍ତି
Synonyms : ଭଦ୍ର, ଶାଳୀନ, ଶିଷ୍ଟ, ସଭ୍ୟ, ସୁଶିକ୍ଷିତ, ସୁଶୀଳ
Translation in other languages :
अच्छे आचरण और शुद्ध आचार-विचारवाला।
प्रभु श्रीराम एक आचारी पुरूष थे।