Subscribe
URL of the page has been copied to clipboard.
Meaning : ଯାହା ଉଷ୍ଣ ନୁହେଁ
Example : ବାଟୋଇ ନଦୀର ଥଣ୍ଡାପାଣି ପିଉଛି
Synonyms : ଥଣ୍ଡା
Translation in other languages :हिन्दी
जो उष्ण न हो।
Meaning : ଯେଉଁଥିରେ ଉତ୍ତେଜନା ନାହିଁ
Example : ତାଙ୍କ ଥଣ୍ଡା ସ୍ୱାଗତଦ୍ୱାରା ମନ ଉଦାସ ହୋଇଗଲା
Synonyms : ଉତ୍ତେଜନାଶୂନ୍ୟ, ଥଣ୍ଡା
जिसमें आवेश न हो।
Meaning : ଯେଉଁଠାରେ ଥଣ୍ଡା ହୁଏ
Example : କାଲିରାତିରେ ଥଣ୍ଡା ପବନ ବହୁଥିଲା
Meaning : ଯେଉଁଥିରେ ଉଗ୍ରତା କିମ୍ବା ଭୀଷଣତା ନଥାଏ
Example : ଗାନ୍ଧୀ ଇଂରେଜମାନଙ୍କ ବିରୁଦ୍ଧରେ ଶୀତଳ ଯୁଦ୍ଧ ଆରମ୍ଭ କଲେ
जिसमें उग्रता या भीषणता न हो।
Install App