Meaning : ଆସୁଥିବା ବ୍ୟକ୍ତିଙ୍କୁ ଆଦର ବା ସମ୍ନାନ ଦେଖାଇବା
Example :
ଭଗବାନ ଶ୍ରୀକୃଷ୍ଣ ବିଦୂରଙ୍କୁ ଅତିଥିସତ୍କାର କରି ବହୁତ ପ୍ରସନ୍ନ ହେଲେ ବିଦେଶୀ ଲୋକେ ଭାରତୀୟ ଶିଷ୍ଟାଚାରରେ ବହୁତ ପ୍ରଭାବିତ ହୋଇଥାନ୍ତି
Synonyms : ଅତିଥିସତ୍କାର, ଅତିଥିସେବା
Translation in other languages :
अतिथि का आदर या सम्मान।
भगवान कृष्ण विदुर के अतिथि-सत्कार से बहुत ही प्रसन्न हुए।Meaning : ମନ, ରୁଚି, ଆଚାରବିଚାର ଆଦିକୁ ପରିଷ୍କୃତ ତଥା ଉନ୍ନତ କରିବାର କାର୍ଯ୍ୟ
Example :
ପିଲାମାନଙ୍କୁ ଭଲ ସଂସ୍କାର ଦେବା ପ୍ରତ୍ୟେକ ମାଆ-ବାପାଙ୍କ କର୍ତ୍ତବ୍ୟ
Synonyms : ସଂସ୍କାର
Translation in other languages :
Meaning : ଶିଷ୍ଟ ବା ସଭ୍ୟ ଆଚରଣ
Example :
ଶିଷ୍ଟାଚାରଯୋଗୁଁ ମଣିଷ ସମାଜରେ ସମ୍ମାନ ପାଏ
Translation in other languages :
Meaning : ଶିଷ୍ଟ ରୂପରେ ବା ଶିଷ୍ଟତା ସହିତ
Example :
ସମସ୍ତଙ୍କ ସହିତ ଶିଷ୍ଟତା ସହ ବ୍ୟବହାର କରିବା ଆବଶ୍ୟକ
Synonyms : ଶାଳୀନତା ସହ, ଶିଷ୍ଟତାପୂର୍ବକ, ଶିଷ୍ଟତାସହ, ସଭ୍ୟଭାବେ
Translation in other languages :
शिष्ट रूप से या शिष्टता के साथ।
सबके साथ शिष्टतः व्यवहार करना चाहिए।