Meaning : ମାଆ ବାପା ସନ୍ତାନଙ୍କୁ ଭଲ ପାଉଥିବା ଗୁଣ
Example :
ମାଆଙ୍କ ପ୍ରତ୍ୟେକ ତାଗିଦରେ ବାତ୍ସଲ୍ୟ ଝଲକି ଉଠେ
Synonyms : ପ୍ରେମ, ବାତ୍ସଲ୍ୟ, ସଂତାନ ପ୍ରେମ
Translation in other languages :
माता-पिता का संतान पर होनेवाला प्रेम।
माँ की हरेक डाँट में बच्चों के लिए वात्सल्य झलकता है।