Subscribe
URL of the page has been copied to clipboard.
Meaning : ଯାହା ଭଲ ଭାବରେ ବନ୍ଧା ହୋଇନାହିଁ କିମ୍ବା ଠିକ ଭାବରେ କସା ହୋଇନାହିଁ
Example : ବୃଦ୍ଧାବସ୍ଥାରେ ଶରୀର ଶିଥିଳ ହୋଇଯାଏ
Synonyms : ଢିଲା
Translation in other languages :हिन्दी
जो दृढ़ता से बँधा, जकड़ा या कसा न हो।
Meaning : ଯେ କୌଣସି କାରଣରୁ ପଡ଼ି ଯାଇଥିବା
Example : ସେ ଉଦାସ ହୋଇ ଧୀର ଗତିରେ ଆଗକୁ ବଢ଼ିବାକୁ ଲାଗିଲା
Synonyms : ଅତତ୍ପର, ଧୀର, ମନ୍ଦ, ସୁସ୍ଥିଆ
Translation in other languages :हिन्दी English
जो किसी कारण से धीमा हो गया हो।
Slow and apathetic.
Install App