Subscribe
URL of the page has been copied to clipboard.
Meaning : କୌଣସି ଉନ୍ନତ ଭବନ, ମହଲ ଆଦିର ଶିଖର
Example : ଯେଉଁ ଭବନର ଶିଖର ଉପରେ ଚିଲ ତିଆରି ହୋଇଛି, ମୁଁ ସେଇଠି ରହୁଛି
Synonyms : ଚୂଡା, ଶୀର୍ଷ
Translation in other languages :हिन्दी
किसी उन्नत भवन, महल आदि का शिखर।
Meaning : କୌଣସି ବସ୍ତୁ, ସ୍ଥାନଆଦିର ସବୁଠୁ ଉପରି ଭାଗ
Example : ଏହି ମନ୍ଦିରର ଶିଖର ଦେଶରେ ଏକ ଗେରୁଆ ରଙ୍ଗର ପତକା ଉଡ଼ୁଛି ଶ୍ୟାମ ସଫଳତାର ଶିଖରରେ ପହଁଞ୍ଚିଯାଇଛି
Synonyms : ଶୀର୍ଷ
Translation in other languages :हिन्दी English
किसी वस्तु, स्थान आदि का सबसे ऊपरी भाग।
The highest point (of something).
Install App