Meaning : ଗୁରୁଙ୍କ ପଦ
Example :
ଶିକ୍ଷକତାରେ ନିଜର ମହତ୍ବ ଥାଏ କିନ୍ତୁ ବିଳମ୍ବରେ ତାହା ବୁଝାପଡେ
Translation in other languages :
The position of teacher.
teachershipMeaning : ମାଷ୍ଟରର କାମ
Example :
ସେ ବହୁତ ପୂର୍ବରୁ ମାଷ୍ଟରି ଛାଡ଼ିଦେଲେ
Synonyms : ମାଷ୍ଟରି
Translation in other languages :
The profession of a teacher.
He prepared for teaching while still in college.