Meaning : କିଛି ବିଶେଷ ପ୍ରକାର ଗଛର ତରକାରୀ ଭଳି ଖାଇବା ଯୋଗ୍ୟ ପତ୍ର ଇତ୍ୟାଦି
Example :
ବଜାରରେ ମେଥି, ପାଳଙ୍ଗ, ମୂଳା, ସୋରିଷର ଶାଗ ମିଳେ
Translation in other languages :
Any of various leafy plants or their leaves and stems eaten as vegetables.
green, greens, leafy vegetable