Meaning : ଚନ୍ଦ୍ରମା ବା ତାହାର ଜ୍ୟୋତିର ଷୋହଳତମ ଭାଗ ବା ଅଂଶ
Example :
ପୂର୍ଣ୍ଣିମାର ଚନ୍ଦ୍ରମା ନିଜର ଷୋହଳ କଳାରେ ଯୁକ୍ତ ହୋଇଥାଏ
Synonyms : କଳା, ଚନ୍ଦ୍ରକଳା, ଚନ୍ଦ୍ରରେଖା, ଶଶୀରେଖ, ଶଶୀରେଖା
Translation in other languages :
Meaning : ଗୋଟିଏ ବର୍ଣ୍ଣବୃତ୍ତ
Example :
ମଣି ଗୁଣର ପ୍ରତ୍ୟେକ ପାଦରେ ଚାରଟି ନଗଣ ଏବଂ ଗୋଟିଏ ସଗଣ ହୋଇଥାଏ
Synonyms : ମଣି ଗୁଣ
Translation in other languages :