Meaning : ସତେଇଶ ନକ୍ଷତ୍ର ମଧ୍ୟରୁ ଚତୁର୍ବିଂଶତିତମ ନକ୍ଷତ୍ର
Example :
ଶତଭିଷା ନକ୍ଷତ୍ର ପୂର୍ବରୁ ଧନିଷ୍ଠା ନକ୍ଷତ୍ର ପଡ଼େ
Synonyms : ଶତଭିଷାନକ୍ଷତ୍ର
Translation in other languages :
सत्ताईस नक्षत्रों में से चौबीसवाँ नक्षत्र।
शतभिषा नक्षत्र से पूर्व धनिष्ठा नक्षत्र आता है।Meaning : ଯେଉଁ ସମୟରେ ଚନ୍ଦ୍ର ଶତଭିଷା ନକ୍ଷତ୍ରରେ ଥାଏ
Example :
ଶତଭିଷା ନକ୍ଷତ୍ରରେ ମାଳବିକାର ଜନ୍ମ ହୋଇଥିଲା
Synonyms : ଶତଭିଷା ନକ୍ଷତ୍ର
Translation in other languages :
वह समय जब चंद्रमा शतभिषा नक्षत्र में होता है।
मालविका का जन्म शतभिषा नक्षत्र में हुआ।