Subscribe
URL of the page has been copied to clipboard.
Meaning : ଶହେ ବର୍ଷର ସମୟ
Example : ଏହି ଶତାବ୍ଦୀରେ ଭାରତର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି ହୋଇଛି
Synonyms : ଶତାବ୍ଦୀ
Translation in other languages :हिन्दी English
सौ वर्ष का समय।
A period of 100 years.
Meaning : ଅଙ୍କର ସ୍ଥାନକୁ ଗଣିଲାବେଳେ ଏକକ ସ୍ଥାନଆଡୁ ତୃତୀୟ ସ୍ଥାନ ଯାହା ଶହେରେ ଗୁଣିହେବାଭଳି ଜଣାପଡ଼େ
Example : ଚାରିଶହ ତିନିରେ ଶତକ ସ୍ଥାନରେ ଚାରି ଅଛି
Synonyms : ଶହ
Translation in other languages :हिन्दी
अंकों के स्थानों की गिनती में इकाई की ओर से गिनने पर तीसरा स्थान जिसमें सौ गुणित का बोध होता है।
Meaning : ଶହେ ରନ୍
Example : ସଚିନ ଶତକ କରିବା କ୍ଷଣି ଷ୍ଟେଡିୟମ ତାଳି ମାଡ଼ରେ ଗୁଞ୍ଜରିତ ହୋଇ ଉଠିଲା
सौ रन।
Install App