Meaning : ନଂପୁସକ ଅବସ୍ଥା ବା ଭାବ
Example :
ନଂପୁସକତା ଗୁଣ ଶିଖଣ୍ଡୀଙ୍କ ଭିତରେ ଥିଲା
Synonyms : କ୍ଳୀବତା, କ୍ଳୀବତ୍ୱ, ନଂପୁସକତା, ନପୁଂସକତ୍ୱ, ପୌରୁଷହୀନତା
Translation in other languages :
Meaning : ବଳ ବା ଶକ୍ତି ନ ହେବା ବା ବହୁତ କମହେବାର ଅବସ୍ଥା
Example :
ଦୁର୍ବଳତାହେତୁ ମହେଶ ଚାଲି ପାରୁନି
Synonyms : ଅସାମର୍ଥ୍ୟତା, ଦୁର୍ବଳତା, ଦୌର୍ବଲ୍ୟ, ବଳହୀନତା
Translation in other languages :