Subscribe
URL of the page has been copied to clipboard.
Meaning : ଯାହାର କୌଣସି ପ୍ରକାରର ଲୋଭ ବା ଲାଳସା ନ ଥାଏ
Example : ସଚ୍ଚା ସାଧୁ ସନ୍ଥ ନିର୍ଲୋଭୀ ହୋଇଥାନ୍ତି
Synonyms : ନିର୍ଲୋଭୀ, ନିସ୍ପୃହ, ଲାଳସାରହିତ, ଲୋଭହୀନ
Translation in other languages :हिन्दी English
जिसे किसी प्रकार का लोभ या लालसा न हो।
Not acquisitive. Not interested in acquiring or owning anything.
Install App