Meaning : କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ
Example :
କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍ ନୁହେଁ ଲୋଭ ଖରାପ ବିଷୟ
Synonyms : ପ୍ରଲୋଭନ, ଲିପ୍ସା, ଲୋଲୁପତା, ଳାଳସା
Translation in other languages :
Excessive desire to acquire or possess more (especially more material wealth) than one needs or deserves.
greed