Meaning : ଅଣ୍ଟାରେ ବନ୍ଧା ଯାଉଥିବା ଏକ ପୋଷାକ ଯେଉଁଥିରେ କେବଳ ଯୌନାଙ୍ଗ ଏବଂ ନିତମ୍ବ ଢାଙ୍କି ହୋଇ ରହେ
Example :
ବ୍ୟାୟାମଶାଳାରେ ଲୋକେ କାଛା ପିନ୍ଧି ବ୍ୟାୟାମ କରନ୍ତି
Translation in other languages :
Meaning : ଛୋଟ କୌପୁନି
Example :
ଛୋଟ ପିଲାଙ୍କୁ କୌପୀନ ପିନ୍ଧାଯାଏ
Translation in other languages :