Meaning : ପାଇବାର ଇଚ୍ଛା
Example :
କାମ ଲିପ୍ସା ତାଙ୍କୁ ଖାଲରେ ପକେଇଦେଲା
Meaning : ପ୍ରବଳ ଅଭିଳାଷ ବା ଗଭୀର ଇଛା
Example :
ଉଡ଼ିବାର ପ୍ରବଳ ଇଛା ହିଁ ଉଡ଼ାଜାହାଜ ଆବିଷ୍କାର ପାଇଁ ମନୁଷ୍ୟକୁ ପ୍ରେରିତ କଲା
Translation in other languages :
Meaning : କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ
Example :
କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍ ନୁହେଁ ଲୋଭ ଖରାପ ବିଷୟ
Synonyms : ପ୍ରଲୋଭନ, ଲୋଭ, ଲୋଲୁପତା, ଳାଳସା
Translation in other languages :
Excessive desire to acquire or possess more (especially more material wealth) than one needs or deserves.
greed