Subscribe
URL of the page has been copied to clipboard.
Meaning : ଅକ୍ଷର ବା ବର୍ଣ୍ଣର ଚିହ୍ନ
Example : ଏହି ପଥର ଉପରେ ବ୍ରାହ୍ମୀ ଲିପିରେ କିଛି ଲେଖା ଯାଇଛି
Translation in other languages :हिन्दी English
अक्षरों या वर्णों के चिह्न।
A particular orthography or writing system.
Meaning : ଚିହ୍ନଦ୍ୱାରା ଧ୍ୱନି ବା ଉଦ୍ଦେଶ୍ୟକୁ ଲିଖିତ ରୂପରେ ବ୍ୟକ୍ତ କରିବାର ବିଶିଷ୍ଟ ପଦ୍ଧତି
Example : ହିନ୍ଦୀ ଦେବନାଗରୀ ଲିପିରେ ଲେଖାଯାଏ
चिह्नों द्वारा ध्वनि या आशय को लिखित रूप में व्यक्त करने की विशिष्ट पद्धति।
Install App