Meaning : ଚାରିପ୍ରକାରର ତାସପତାରୁ ଯେଉଁ ଗୋଟିକରେ ପାନପତ୍ର ଆକାରର ଏବଂ ଲାଲ ରଙ୍ଗର ଚିହ୍ନ ଥାଏ
Example :
ଆହା! ମୋ ପାଖରେ ଲାଲପାନର ଗୋଲାମ ଥାଆନ୍ତା କି?
Synonyms : ପାନ
Translation in other languages :
A playing card in the major suit that has one or more red hearts on it.
He led the queen of hearts.